Maa Bhadrakali Temple,Bhadrak

Maa Bhadrakali Temple,Bhadrak Contact information, map and directions, contact form, opening hours, services, ratings, photos, videos and announcements from Maa Bhadrakali Temple,Bhadrak, Hindu temple, Bhadrakali Sahi, Bhadrak.

*ପବିତ୍ର କାଳିପୂଜା ଉପଲକ୍ଷେ ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନ। ମା ଆଜି ମହାସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି*
05/11/2024

*ପବିତ୍ର କାଳିପୂଜା ଉପଲକ୍ଷେ ମା ଭଦ୍ରକାଳୀ ଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନ। ମା ଆଜି ମହାସରସ୍ୱତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି*

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ତୃତୀୟ  ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଆଜି "ରାଜରାଜେଶ୍ବରୀ ବେଶ"ରେ ପ...
02/11/2024

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ତୃତୀୟ ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଆଜି "ରାଜରାଜେଶ୍ବରୀ ବେଶ"ରେ ପୂଜା ପାଉଛନ୍ତି।ମା' କମଳା ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ ଓ ରୌପ୍ଯ ଅଳଙ୍କାର ରେ ଭୂଷିତ ହୋଇଛନ୍ତି।ବାଘ ମା'ଙ୍କ ର ବାହନ ଥିବାବେଳେ ମୁଖମଣ୍ଡଳ ପଦ୍ମ ବର୍ଣ୍ଣ ଥିଲା।ହସ୍ତରେ ଖଡ୍ଗ ଓ ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ମା' ଦଣ୍ଡାୟମାନ। ମାଙ୍କ ର ଏହି ରାଜରାଜେଶ୍ବରୀ ବେଶ କୁ ଦର୍ଶନ କଲେ ଭକ୍ତ ର ସମସ୍ତ କାର୍ଯ୍ୟସିଦ୍ଧି ହୋଇଥାଏ ଏବଂ ଯଶ ଓ ଐଶ୍ବର୍ଯ୍ଯ ଲାଭ ହୁଏ ବୋଲି ବିଶ୍ୱାସ କରାଯାଏ।

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ସପ୍ତମ ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି "ମହାଲକ୍ଷ୍ମୀ ବେଶ"ରେ ପୂଜ...
30/10/2022

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ସପ୍ତମ ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି "ମହାଲକ୍ଷ୍ମୀ ବେଶ"ରେ ପୂଜା ପାଉଛନ୍ତି।ମହାଲକ୍ଷ୍ମୀ ବେଶରେ ମା' ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ବେଳେ ମୁଖ ମଣ୍ଡଳ ମଧ୍ୟ ହଳଦିଆ ଥିଲା।ପଦ୍ମାସନରେ ମା ବିରାଜମାନ କରିଥିବା ବେଳେ ହସ୍ତୀ ଓ ପେଚା ବାହନ ଥିଲା। ସ୍ୱର୍ଣ ଓ ରୌପ୍ଯ ଅଳଙ୍କାର ରେ ଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ରେ ପ୍ରକଟ ହୋଇଥିଲେ ମା' ଭଦ୍ରକାଳୀ ।ମା'ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନଜନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ପଞ୍ଚମ  ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି "ଜଗଦ୍ଧାତ୍ରୀ ବେଶ"ରେ ପୂ...
28/10/2022

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ପଞ୍ଚମ ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି "ଜଗଦ୍ଧାତ୍ରୀ ବେଶ"ରେ ପୂଜା ପାଉଛନ୍ତି ।

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ଚତୁର୍ଥ ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି " ସିଂହବାହିନୀ ବେଶ"ରେ ପ...
27/10/2022

କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ଚତୁର୍ଥ ଦିବସ ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଆଜି " ସିଂହବାହିନୀ ବେଶ"ରେ ପୂଜା ପାଉଛନ୍ତି ।ମା' ଙ୍କୁ ଆଜି ଏହି ପୀଠରେ ଦୁର୍ଗତନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି ।ସିଂହ ମା'ଙ୍କ ର ବାହନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ ଓ ରୌପ୍ଯ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା' ଭଦ୍ରକାଳୀ।ଚାରି ହସ୍ତରେ ଖଡଗ,ତ୍ରିଶୂଳ,ଶଙ୍ଖ,ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତି ରେ ପ୍ରକଟ ହୋଇଛନ୍ତି ମା'।ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା,ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ।

25/10/2022
ଆଜି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ମହାକାଳୀ ବେଶରେ ଅଭୂଷିତ କିନ୍ତୁ ସୂର୍ଯ୍ୟପରାଗ ପାଇଁ ମନ୍ଦିର ବନ୍ଦ ରହିଛି, ସର୍ବମୋକ୍ଷ...
25/10/2022

ଆଜି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ମହାକାଳୀ ବେଶରେ ଅଭୂଷିତ କିନ୍ତୁ ସୂର୍ଯ୍ୟପରାଗ ପାଇଁ ମନ୍ଦିର ବନ୍ଦ ରହିଛି, ସର୍ବମୋକ୍ଷ ଅନ୍ତେ ମାଙ୍କର ମହାସ୍ନାନ ପରେ ଭକ୍ତମାନେ ମାଙ୍କୁ ଦର୍ଶନ କରିପାରିବେ। ମାଁ ସମସ୍ତଙ୍କର ମଙ୍ଗଳ କରନ୍ତୁ 🙏🏻ଜୟ ମାଁ ଭଦ୍ରକାଳୀ 🙏🏻🌺🙏🏻

18/10/2022

Address

Bhadrakali Sahi
Bhadrak
756128

Telephone

+919437377607

Website

Alerts

Be the first to know and let us send you an email when Maa Bhadrakali Temple,Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Share

Category