DIWA ,Ganjam

DIWA ,Ganjam related to All World Gayatri Parivar

19/08/2026

Spiritual Class inITT,Tatalabali,Sorada by Smt Prativa Panda, ,

#ନାରୀଜାଗରଣ

19/08/2026

Spiritual Class in ITI,Tatalbali by Smt Prativa Panda, ,Ganjam

12/08/2026

Balsanskarsala by Smt Prativa Panda, Sorada
#ନାରୀଜାଗରଣ

12/08/2026

Women empowerment Conference Aug 2026 @ Gayatri Chetana Kendra , Bramhapur
Speech by Smt Urmila Mishra Odhisha State Women Coordinator
ନାରୀ ଜାଗରଣ ସମ୍ମିଳନୀ ଅଗଷ୍ଟ ୨୦୨୬ @ ଚେତନା କେନ୍ଦ୍ର ବ୍ରହ୍ମପୁର
ମଞ୍ଚାସୀନ - ଶ୍ରୀମତୀ ଉର୍ମିଳା ମିଶ୍ର, ଓଡ଼ିଶା ରାଜ୍ୟ ମହିଳା ସଂଯୋଜିକା
ଶ୍ରୀମତୀ ସସ୍ମିତା ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ମହିଳା ସଂଯୋଜିକା
ଶ୍ରୀମତୀ ଭ।ଗ୍ୟଲତା ଦେବୀ, ସଂଯୋଜିକା,ଆସ ଗଢ଼ିବା ସଂସ୍କାର ବାନ୍ ପୀଢ଼ି
ଡ. ବୃନ୍ଦାବନ ମିଶ୍ର, ଓଡ଼ିଶା ଉପଯୋନ ସଂଯୋଜକ
ଶ୍ରୀ ପ୍ରମୋଦ ପାଢ଼ୀ, ଗଞ୍ଜାମ ଜିଲ୍ଲା ସଂଯୋଜକ
#ନାରୀଜାଗରଣ

09/08/2026

Yug sangeet by Smt Prativa Panda ,Nari Jagaran Aug 2026 at Gayatri Chetana Centre, Bramhapur
#ନାରୀଜାଗରଣ

09/08/2026

Yug sangeet by Sujata Pattanayak
Nari Jagarana Conference Aug 2026 at Gayatri Chetana Centre Bramhapur
#ନାରୀଜାଗରଣ

09/08/2026

Women empowerment Conference Aug 2026 @ Gayatri Chetana Kendra , Bramhapur
Speech by Smt Sasmita Pattnaik ,Ganjam Dist Women Coordinator
ନାରୀ ଜାଗରଣ ସମ୍ମିଳନୀ ଅଗଷ୍ଟ ୨୦୨୬ @ ଚେତନା କେନ୍ଦ୍ର ବ୍ରହ୍ମପୁର
ମଞ୍ଚାସୀନ - ଶ୍ରୀମତୀ ଉର୍ମିଳା ମିଶ୍ର, ଓଡ଼ିଶା ରାଜ୍ୟ ମହିଳା ସଂଯୋଜିକା
ଶ୍ରୀମତୀ ସସ୍ମିତା ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ମହିଳା ସଂଯୋଜିକା
ଶ୍ରୀମତୀ ଭ।ଗ୍ୟଲତା ଦେବୀ, ସଂଯୋଜିକା,ଆସ ଗଢ଼ିବା ସଂସ୍କାର ବାନ୍ ପୀଢ଼ି
ଡ. ବୃନ୍ଦାବନ ମିଶ୍ର, ଓଡ଼ିଶା ଉପଯୋନ ସଂଯୋଜକ
ଶ୍ରୀ ପ୍ରମୋଦ ପାଢ଼ୀ, ଗଞ୍ଜାମ ଜିଲ୍ଲା ସଂଯୋଜକ
#ନାରୀଜାଗରଣ

ନାରୀ ଜାଗରଣ ସମ୍ମିଳନୀ ଅଗଷ୍ଟ ୨୦୨୬ @ ଚେତନା କେନ୍ଦ୍ର ବ୍ରହ୍ମପୁରମଞ୍ଚାସୀନ - ଶ୍ରୀମତୀ ଉର୍ମିଳା ମିଶ୍ର, ଓଡ଼ିଶା ରାଜ୍ୟ ମହିଳା ସଂଯୋଜିକା   ...
09/08/2026

ନାରୀ ଜାଗରଣ ସମ୍ମିଳନୀ ଅଗଷ୍ଟ ୨୦୨୬ @ ଚେତନା କେନ୍ଦ୍ର ବ୍ରହ୍ମପୁର
ମଞ୍ଚାସୀନ - ଶ୍ରୀମତୀ ଉର୍ମିଳା ମିଶ୍ର, ଓଡ଼ିଶା ରାଜ୍ୟ ମହିଳା ସଂଯୋଜିକା
ଶ୍ରୀମତୀ ସସ୍ମିତା ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ମହିଳା ସଂଯୋଜିକା
ଶ୍ରୀମତୀ ଭଗ୍ୟଲଲତା ଦେବୀ, ସଂଯୋଜିକା,ଆସ ଗଢ଼ିବା ସଂସ୍କାର ବାନ୍ ପୀଢ଼ି
ଡ. ବୃନ୍ଦାବନ ମିଶ୍ର, ଓଡ଼ିଶା ଉପଯୋନ ସଂଯୋଜକ
ଶ୍ରୀ ପ୍ରମୋଦ ପାଢ଼ୀ, ଗଞ୍ଜାମ ଜିଲ୍ଲା ସଂଯୋଜକ
#ନାରୀଜାଗରଣ

07/08/2026

ସମସ୍ତ ମାତୃଶକ୍ତି ଓ ସମ୍ମାନିତ ସଦସ୍ୟମାନଙ୍କୁ🙏। ଏଥି ଦ୍ୱାରା ସୂଚିତ କରାଯାଉଛି ଯେ "ନାରୀ ଜାଗରଣ" ବିଷୟ ଉପରେ ଏକ ଅଫଲାଇନ୍ ବୈଠକ ଆୟୋଜିତ ହେବ।
ତାରିଖ: ୦୯ ଅଗଷ୍ଟ ୨୦୨୬ (ରବିବାର)
ସମୟ: ସକାଳ 10 ଘଣ୍ଟା
ସ୍ଥାନ: ଚେତନା କେନ୍ଦ୍ର, ଫ।ର୍ଷ୍ଟ ଗେଟ୍, ବ୍ରହ୍ମପୁର
ବିଷୟ: ନାରୀ ଜାଗରଣ

ଏହି ବୈଠକରେ ନାରୀ ସଶକ୍ତିକରଣ, ସାମାଜିକ ସଚେତନତା, ଶିକ୍ଷା, ସ୍ୱାବଲମ୍ବନ ଏବଂ ସମାଜ ଗଠନରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା କରାଯିବ ସହ ନାରୀ ଜାଗରଣ ନିମନ୍ତେ ପ୍ରସ୍ତୁତି ବୈଠକ ହେବ ।

ଆୟୋଜକ
ଗାୟତ୍ରୀ ମହିଳା ମଣ୍ଡଳ, ଗଞ୍ଜାମ

Address

HINJILICUT
Berhampur
761102

Telephone

+919437260429

Website

Alerts

Be the first to know and let us send you an email when DIWA ,Ganjam posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to DIWA ,Ganjam:

Shortcuts

Share