31/08/2021
*ମହାତ୍ମା ଗାନ୍ଧୀଙ୍କ ପୁଅ ହରିଲାଲ ଗାନ୍ଧୀ, 27 ଜୁନ, 1936 ରେ ନାଗପୁରରେ ଇସଲାମ ଧର୍ମ ଗ୍ରହଣ କରିଥିଲେ। 29 ଜୁନ,1936 ରେ ମୁମ୍ବାଇରେ ଏହି ଘଟଣାର ସାର୍ବଜନିକ ଘୋଷଣା କରି କହିଲେ ଯେ, ସେ ହରିଲାଲ ଗାନ୍ଧୀରୁ " ଅବଦୁଲ୍ଲାହ " ହୋଇ ଯାଇଛନ୍ତି।*
*1 ଜୁଲାଇ, 1936 ଦିନ ଜକରିଆ* *(ଜଣେ ମୌଲବୀ)* *ଅବଦୁଲ୍ଲାହଙ୍କ ବୈଠକଖାନାରେ ବସି, କ୍ରୋଧିତ ହୋଇ କହିଲା, "ଅବଦୁଲ୍ଲାହ! ଏ ମୁଁ କ'ଣ ଶୁଣୁଛି? ତୁମର ଏଇ ସାତ ବର୍ଷର ଝିଅ, ଆର୍ୟସମାଜର ମନ୍ଦିରକୁ ହୋମ କରିବାପାଇଁ ଯାଉଛି, ସେ ଆଜି ପର୍ୟ୍ଯନ୍ତ ମୁସଲମାନ ହୋଇନାହିଁ କାହିଁକି? ଏହାକୁ ମଧ୍ଯ ମୁସଲମାନ ବନାଅ, ଯଦି ତୁମେ ତୁମର ଏ ଝିଅକୁ ମୁସଲମାନ ନ କରି ପାରିବ ତେବେ ଏହା ସାଥିରେ ତୁମେ କୌଣସି ସମ୍ପର୍କ ରଖିପାରିବ ନାହିଁ।*
*ହରିଲାଲ*ଉପରେ ଇସଲାମର ପ୍ରଭାବ ଗାଢ ହୋଇ ସାରିଥାଏ ଆଉ ସେ ଯେକୌଣସି ଉପାୟରେ ସମ୍ପୂର୍ଣ୍ଣ ଭାରତକୁ ଏକ ଇସଲାମିକ ରାଷ୍ଟ୍ର କରିବାକୁ ଇଚ୍ଛା କରୁଥିଲା। ସେ ମୌଲବୀ ଜକରିଆର ପ୍ରଶ୍ନର କୌଣସି ଉତ୍ତର ଦେଲାନାହିଁ କିନ୍ତୁ ତା ଝିଅ " ମନୁ " ଉତ୍ତର ଦେଲା, " ମୁଁ ଇସଲାମ କବୁଲ କରିବି ନାହିଁ"ଜକରିଆ ସାତ-ଆଠ ବର୍ଷର ମନୁ ଆଡ଼କୁ ଅନେଇ କହିଲା, " ତୁ ଇସଲାମ କାହିଁକି କବୁଲ କରିବୁ ନାହିଁ? ତୁ ଯଦି ମୁସଲମାନ ନ ହେବୁ ତେହେଲେ ତୋତେ ମୁମ୍ବାଇର ଚୌପାଟିରେ ଉଲଗ୍ନ କରି ଖଣ୍ଡ- ଖଣ୍ଡ କରି କାଟି ଚିଲ ଆଉ ସାଗୁଣାଙ୍କୁ ଖୁଆଇ ଦିଆୟିବ। ତାପରେ ମୌଲବୀ, ଅବଦୁଲ୍ଲାହ* *(ହରିଲାଲ)*କୁ ଚେତାଇ କହିଲା* *ଏଇ ଅବଦୁଲ୍ଲାହ! ଝିଅପିଲାମାନେ ହେଉଛନ୍ତି ଖୁଦାଙ୍କ*ଦ୍ବାରା ତାଙ୍କ *ବନ୍ଦାଙ୍କୁ ଦିଆୟାଇଥିବା ସର୍ବଶ୍ରେଷ୍ଠ ଉପହାର। ଦେଖ ! ଯଦି ତୁମ ଝିଅ ଇସଲାମ କବୁଲ ନ କରେ ତାହେଲେ ତୁମେ* *ଏହାକୁ ରକ୍ଷିତା ଭାବେ ରଖି ଭୋଗ କରିପାରିବ। ତୁମର ଏ ଅଧିକାର ଇସଲାମ ସମ୍ମତ। ଯଦି ତୁମେ ଏପରି ନ କର ତେବେ ଆମେ ସମସ୍ତେ ଏ ଫଳକୁ* *ସାମୁହିକଭାବେ ଚାଖିବୁ। ଆମକୁ ଯେକୌଣସି ଉପାୟରେ ହିନ୍ଦୁସ୍ତାନକୁ ଇସଲାମିକ ଦେଶ କରିବାକୁ ହିଁ ପଡ଼ିବ। ପ୍ରଥମେ ଆମକୁ ଲୁହାକୁ ଲୁହା ଦ୍ବାରା କାଟିବାକୁ ପଡ଼ିବ।" ଏତିକି କହି ସେ ସେଠାରୁ ପ୍ରସ୍ଥାନ କଲା। ଆଉ* *ଠିକ୍ ସେଇ ରାତି ସେଇ ମୂର୍ଖ ଅବଦୁଲ୍ଲାହ ନିଜ ଔରସ ରୁ ଜନ୍ମିତ କନ୍ୟାକୁ ବଳାତ୍କାର କଲା। ଝିଅ ପାଇଁ ବାପା ଭଗବାନ ସଦୃଶ କିନ୍ତୁ ମନୁ ପାଇଁ ତାର ବାପା ଏକ ଲମ୍ପଟ ସୈତାନ ଭିନ୍ନ ଆଉ କିଛି ନଥିଲା। କେତେଦିନଧରି ମନୁର ରକ୍ତସ୍ରାବ ହେଉଥାଏ। ଡାକ୍ତରୀ ଚିକିତ୍ସା କଲାପରେ ମନୁ ସାମାନ୍ଯ ସୁସ୍ଥ ହେଲା। ଆପଣ ସେଇ ଛୋଟ୍ଟ କୋମଳମତି ମନୁର ଶାରୀରିକ ଓ ମାନସିକ ପୀଡ଼ା ଆଉ ତାର ନିରୁପାୟ ମାଆର ମନସ୍ଥିତି ବିଷୟରେ ଅତି ସହଜରେ ଅନୁମାନ କରି ପାରୁଥିବେ। (ଇଏ ହେଉଛି ଇସଲାମର ଭିତରିଆ କଥା ଯାହା କେବେ ପଦାକୁ ଆସିବାପାଇଁ ଦିଆ ଯାଏ ନାହିଁ) । ଯେତେବେଳେ ମନୁ ଜନ୍ତ୍ରଣାରେ ଛଟପଟ କରୁଥିଲା, ସେ ତା ଜେଜେବାପା ମହାତ୍ମା ବୋଲାଉଥିବା ଗାନ୍ଧୀ କୁ ଏକ ଚିଠି ଲେଖିଥିଲା, ସେତେବେଳକୁ ସେ ନିଜ ଚଲାଖି ଆଉ ପାରିବା ପଣିଆ ଦ୍ବାରା " ବାପୁ " ପାଲୋଟି ସାରିଥିଲେ। କିନ୍ତୁ ବାପୁ ରୋକ-ଠୋକ ଏ ବିଷୟରେ କିଛି ପଦକ୍ଷେପ ନେବାକୁ ମନାକଲେ। ଏହା ପରେ ମନୁ,ତା ଜେଜେମାଆ କସ୍ତୁରବାଙ୍କୁ ଖଣ୍ଡେ ଚିଠି ଲେଖିଲା। ଚିଠିଟି ପଢି କସ୍ତୁରବାଙ୍କ ଅନ୍ତରାତ୍ମା ଚିତ୍କାର କରି ଉଠିଲା ଫୁଲପରି କୋମଳ ନାତୁଣୀ ଉପରେ ଏ ଅତ୍ୟାଚାର! ପୁଣି ନିଜ ପିତା ଦ୍ବାରା ! କସ୍ତୁରବା 27 ସେପଟେମ୍ବର,1936ରେ ନିଜ କୁଳାଙ୍ଗାର ପୁଅ ହରିଲାଲ କୁ ଏକ ଚିଠି ଲେଖିଲେ, ଏବଂ ସେ କାହିଁକି ଧର୍ମ ପରିବର୍ତ୍ତନ କଲା ଓ ନିଜ ଝିଅ ସହିତ କୁକର୍ମ କଲା, ତାର କୈଫିୟତ ମାଗିଲେ*।
*ବା,ବାପୁଙ୍କୁ କହିଲେ, " ଆମର ଗୁଣଧର ପୁଅ ମୁସଲମାନ ହୋଇ ଯାଇଛି, ତେଣୁ ଆର୍ଯ୍ୟ ସମାଜର ସାହାୟ୍ଯ ନେଇ ତାର ଶୁଦ୍ଧିକରଣ କରିବାକୁ ପଡ଼ିବ। " ଗାନ୍ଧୀଜୀ ଏହା ଅସମ୍ଭବ ବୋଲି ରୋକ୍-ଠୋକ୍ ଜଣାଇଦେଲେ।*
*କାହିଁକି ?*
**ଗାନ୍ଧୀଜୀ:- ଦେଖ! ମୁଁ ଶୁଦ୍ଧିକରଣ ଆନ୍ଦୋଳନର ବିରୋଧୀ। ଯେତେବେଳେ ସ୍ବାମୀ ଶ୍ରଦ୍ଧାନନ୍ଦ, ମୁସଲିମ ରାଜପୁତ ମାନଙ୍କୁ ଶୁଦ୍ଧିକରଣ ଦ୍ବାରା ହିନ୍ଦୁ କରିବାର ଆନ୍ଦୋଳନ ଚଳାଉଥିଲେ, ସେଇ ଆନ୍ଦୋଳନକୁ ରୋକିବାପାଇଁ ବିନୋବା ଭାବେଙ୍କୁ ସେଠାକୁ ପଠାଇଥିଲି ଆଉ ମୋ କହିବା ମୁତାବକ ବିନୋବାଜୀ ସେଠାରେ ଅନଶନ କରିଥିଲେ। ତାପରେ ସେ କେତେ-କେତେ ହିନ୍ଦୁଙ୍କୁ ପୁଣି ମୁସଲମାନ କରାଇଥିଲେ। ପ୍ରକ୍ରୁତରେ ମୋ ପୁଅ ଇସଲାମ ଧର୍ମ ଗ୍ରହଣ କରି କିଛି ଭୂଲ କରିନାହିଁ ବରଂଚ ମୁସଲମାନ ହେବା ପରଠାରୁ ସେ ମଦ ପିଇବା ଛାଡ଼ି ଦେଇଥିବ, କାରଣ ମଦ ପିଇବା ଇସଲାମରେ "ହରାମ" " ବା କହିଲେ," ସେ ନିଜ ଝିଅ ସହିତ ସ୍ତ୍ରୀଭଳି ଆଚରଣ କରେ "*
*ଗାନ୍ଧୀଜୀ କହିଲେ, " ଆରେ ନା, ସେ ବ୍ରହ୍ମଚର୍ଯ୍ୟ କୁ ନିଜ ଜୀବନରେ ପ୍ରୟୋଗ କରୁଥିବ। ମୁଁ ମଧ୍ଯ ବ୍ରହ୍ମଚର୍ଯ୍ୟର ପ୍ରୟୋଗ କରୁ-କରୁ କେତେ ମହିଳା ଆଉ ଝିଅଙ୍କ ଆଗରେ ନଗ୍ନ ହୋଇଥାଏ କେବଳ ମୋର ବ୍ରହ୍ମଚର୍ଯ୍ୟ ବ୍ରତର ପରୀକ୍ଷା କରିବାପାଇଁ ଏଥିରେ ଦୋଷ କେଉଁଠି?*
(Reference ଗାନ୍ଧୀଜୀ ରଚିତ *ମେରେ ସତ୍ୟ କେ ପ୍ରୟୋଗ*) *ମୁଁ ତୁମ ଆଉ ତୁମ ପୁଅର କୁକର୍ମ ପାଇଁ ଲଜ୍ଜିତ, ଏତିକି କହି ବା ସେଠାରୁ ପ୍ରସ୍ଥାନ କଲେ।*
ତଦନନ୍ତର ବା, ମୁମ୍ବାଇର ଆର୍ୟସମାଜ ନେତା ଶ୍ରୀ ବିଜୟ ଶଙ୍କର ଭଟ୍ଟଙ୍କୁ ଭେଟି ହରିମୋହନର ଶୁଦ୍ଧିକରଣ କରି ଅବାଟରୁ ଫେରାଇ ଆଣିବାକୁ ବିନୀତ ପ୍ରାର୍ଥନା କଲେ। ଶ୍ରୀ ଭଟ୍ଟ ତାଙ୍କ ଅନୁରୋଧ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ।
ଏହାପରେ ଦିନେ ଶ୍ରୀ ଭଟ୍ଟ, ଅବଦୁଲ୍ଲାର
ଉପସ୍ଥିତିରେ ବେଦର ଇସଲାମ ଉପରେ ଶ୍ରେଷ୍ଠତା ପ୍ରତିପାଦନ କରି
ଦୁଇଟି ଭାଷଣ ଦେଇଥିଲେ। ସେଇ ଦୁଇଟି ଭାଷଣ ସୁଣିବା ପରେ ଅବଦୁଲ୍ଲା ଓରଫ ହରିମୋହନ ମନରେ଼ ଅତ୍ୟନ୍ତ ଆତ୍ମଗ୍ଳାନି ହୋଇଥିଲା। ସେ ଇସଲାମ ଗ୍ରହଣ କରିଥିବାରୁ ପଶ୍ଚାତାପ କଲା। ତା ପରେ ଶ୍ରୀ ଭଟ୍ଟ ତାଙ୍କୁ ସ୍ବାମୀ ଦୟାନନ୍ଦ ପ୍ରଣିତ *ସତ୍ୟାର୍ଥ ପ୍ରକାଶ* ପୁସ୍ତକ ପଢିବାପାଇଁ ଦେଲେ। ଯାହା ପ୍ରଭାବରେ ପ୍ରଭାବିତ ହୋଇ ସେ ଖୁବ୍ ଶିଘ୍ର ମୁମ୍ବାଇ ଗଲା।
ଖୋଲା ପଡ଼ିଆରେ ହଜାର- ହଜାର ଲୋକଙ୍କ ଭିଡ଼ ସମ୍ମୁଖରେ ତା ମାଆ ଏବଂ ତା ଅନ୍ୟ ଭାଇ ମାନଙ୍କ ଉପସ୍ଥିତିରେ ଆର୍ୟସମାଜ ଦ୍ବାରା ଅବଦୁଲ୍ଲାର ଶୁଦ୍ଧିକରଣ କରି ହରିଲାଲ ଗାନ୍ଧୀ କରାଗଲା।
ହରିଲାଲର ଶୁଦ୍ଧିକରଣ ସଂବାଦ ପାଇ ଗାନ୍ଧୀଜୀ ବ୍ୟଥିତ ହୋଇଥିଲେ।
ତାଙ୍କ ପୁଅ ପୁନରାୟ କାଫେର
ହୋଇଥିବାରୁ ଏଥିପାଇଁ ବାଙ୍କୁ ଉତ୍ତରଦାୟୀ କରିଥିଲେ ଏବଂ ବାଙ୍କ ସହିତ ଗାନ୍ଧୀଜୀଙ୍କ ମତାନ୍ତର ଘନିଭୂତ ହୋଇଥିଲା।
*ଏବେ କୁହନ୍ତୁ, ଯଦି ଏ ଘଟଣା ସତ୍ୟ ହୋଇଥାଏ ତେବେ ଆପଣ କାହା ସପକ୍ଷରେ?
ଗାନ୍ଧୀଜୀ ନା ଗୋଡସେ?
*M M Singh ଦ୍ବାରା ଏହି ଆଲେଖଟି " ଫରହାନା ତାଜଙ୍କ " ଦ୍ବାରା ପ୍ରଣିତ " ବେଦ ବ୍ରିକ୍ଷ କୀ ଛାୟା ତଲେ " ପୁସ୍ତକରୁ ଉଦ୍ଧ୍ରୁତ।*
*ମୋର ବିନମ୍ର ଅନୁରୋଧ ଏହି କି ଯେ, ସମସ୍ତ ସନାତନ ସମାଜରେ ଏହି ପୋଷ୍ଟଟିକୁ ଶେୟର କରନ୍ତୁ, ଯାହାଦ୍ବାରା ଗାନ୍ଧୀଜୀ ବିଷୟରେ ଏପରି ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରିବ।*
*🚩 ଜୟ ହିନ୍ଦ। 🚩*
*( Forwarded as*
*received)*