Bullet Club Ganesh Puja Committee

Bullet Club Ganesh Puja Committee Bullet Club Ganesh Puja Committee, Baripada, Mayurbhanj, Odisha

E.S.T.D: 2011

04/09/2025

ବାବା ଙ୍କ ପୂଜାରେ ଆମର ପୂଜା କମିଟି ଦ୍ବାରା ଅନ୍ନଛତ୍ର ର ଆୟୋଜନ କରି ପ୍ରସାଦ ବଣ୍ଟାଗଲା।
ଜୟ ଶ୍ରୀ ଗଣେଶ🙏

ବୁଲେଟ କ୍ଲବ ଗଣେଶ ପୂଜା 2025ପୁରୁଣାହାଟ ସାହି ରାଜା 14th Year Celebration
29/08/2025

ବୁଲେଟ କ୍ଲବ ଗଣେଶ ପୂଜା 2025
ପୁରୁଣାହାଟ ସାହି ରାଜା
14th Year Celebration

11/08/2025

Ganesh Puja 2025🎉🎉

10/08/2025

Countdown start.....
We are ready for 2025💥🎉🎉

Jay Shree Ganesh🚩
01/08/2025

Jay Shree Ganesh🚩

27.8.2025🚩C O M M I N G  S O O N
26/05/2025

27.8.2025🚩
C O M M I N G S O O N

11/10/2024

ପବିତ୍ର ଶାରଦୀୟ ଦୁର୍ଗାପୂଜା ପୂଜା ର ଶୁଭେଛା ଏବଂ ଅଭିନନ୍ଦନ। ମା ଦୁର୍ଗା ସଭିଙ୍କ ମଙ୍ଗଳ କରନ୍ତୁ।
ଜୟ ମା ଦୁର୍ଗା 🙏🏻🙏🏻

🙏🏻🙏🏻
03/10/2024

🙏🏻🙏🏻

Good Morning all Jay Shree Ganesh 🙏🏻
22/09/2024

Good Morning all
Jay Shree Ganesh 🙏🏻

ତା ୧୩/୦୯/୨୦୨୪ରିଖପ୍ରଥମ ପୂଜ୍ୟ ଶ୍ରୀ ଗଣେଶ ଙ୍କ ବିଦାୟକାଳୀନ ଉତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳନ ହୋଇଛି। ଆସନ୍ତା ବର୍ଷ କୁ ପୁଣିଥରେ ସେହି ଉ...
14/09/2024

ତା ୧୩/୦୯/୨୦୨୪ରିଖ
ପ୍ରଥମ ପୂଜ୍ୟ ଶ୍ରୀ ଗଣେଶ ଙ୍କ ବିଦାୟକାଳୀନ ଉତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳନ ହୋଇଛି। ଆସନ୍ତା ବର୍ଷ କୁ ପୁଣିଥରେ ସେହି ଉତ୍ସାହ, ଉଦ୍ଦୀପନା ର ସହିତ ପୁଣି ବାବାଙ୍କ ପୂଜାର୍ଚ୍ଚନା କରିବା ପାଇଁ ଆମ ପୂଜା କମିଟି ପ୍ରତିଜ୍ଞାବଦ୍ଧ।
ଆପଣମାନଙ୍କ ଭଲପାଇବା ଏମିତି ସବୁବେଳେ ଆମକୁ ଆଗକୁ ବଢ଼ିବାରେ ସହାୟକ ହେଉଥାଉ।
ଜୟ ଶ୍ରୀ ଗଣେଶ🙏🏻🚩

Address

Purunahata Sahi, Ward No. 6
Baripada
757001

Telephone

+916370156184

Website

Alerts

Be the first to know and let us send you an email when Bullet Club Ganesh Puja Committee posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Bullet Club Ganesh Puja Committee:

Share