Sri Jagannath temple Bengaluru Jigani

Sri Jagannath temple Bengaluru Jigani Sri Jagannath temple Jigani bengaluru https://t.me/joinchat/GMTedrqf3m4UmpzH

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ ଓ ସ...
14/04/2026

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। ଜୟ ଜଗନ୍ନାଥ 🙏🙏🙏

ମକର ସଂକ୍ରାନ୍ତ୍ରିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା! 🙏🙏🙏 Jay Jagannath 🙏🙏🙏
14/01/2026

ମକର ସଂକ୍ରାନ୍ତ୍ରିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା! 🙏🙏🙏 Jay Jagannath 🙏🙏🙏

ଜୟ ଜଗନ୍ନାଥ    ଆଜି ପବିତ୍ର ଇଂରାଜୀ ନବବର୍ଷ, ଏହି ବର୍ଷ ପ୍ରାରମ୍ଭରେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ଆମେ ସମସ୍ତେ ଏବଂ ଆମ ପରିବାରର ...
01/01/2026

ଜୟ ଜଗନ୍ନାଥ
ଆଜି ପବିତ୍ର ଇଂରାଜୀ ନବବର୍ଷ, ଏହି ବର୍ଷ ପ୍ରାରମ୍ଭରେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବା ଆମେ ସମସ୍ତେ ଏବଂ ଆମ ପରିବାରର କୁ ମହାପ୍ରଭୁ ଘଣ୍ଟ ଘୋଡେ଼ଇ ରଖନ୍ତୁ ଏବଂ ଆମ ଜିବନ ମଙ୍ଗଳ ହେଉ |

ଧନୁ ସଂକ୍ରାନ୍ତି ଓ ପହିଲି ଭୋଗର ଅନେକ ଅନେକ ଶୁଭେଚ୍ଛା।ଏହି ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ର...
16/12/2025

ଧନୁ ସଂକ୍ରାନ୍ତି ଓ ପହିଲି ଭୋଗର ଅନେକ ଅନେକ ଶୁଭେଚ୍ଛା।

ଏହି ପବିତ୍ର ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ।

11/11/2025
ଜୟ ଜଗନ୍ନାଥ  :-ଗତକାଲି ସାଲ ୧୪୩୩ ର ପ୍ରାରମ୍ଭରେ ସେବାୟତଙ୍କ ତରଫରୁ ରାଜାଙ୍କୁ ବରଣ କରିଥିଲୁ ଏବଂ ଵର୍ଷର ମହାପ୍ରଭୁଙ୍କ ନୀତି ‌କାନ୍ତି ବିଷୟର...
05/09/2025

ଜୟ ଜଗନ୍ନାଥ :-

ଗତକାଲି ସାଲ ୧୪୩୩ ର ପ୍ରାରମ୍ଭରେ ସେବାୟତଙ୍କ ତରଫରୁ ରାଜାଙ୍କୁ ବରଣ କରିଥିଲୁ ଏବଂ ଵର୍ଷର ମହାପ୍ରଭୁଙ୍କ ନୀତି ‌କାନ୍ତି ବିଷୟରେ ଆଲୋଚନା କରାଗଲା।

Janamasthami Celebration 🙏🙏🙏
16/08/2025

Janamasthami Celebration 🙏🙏🙏

Dear devotees,Today morning we had organised a cleaning drive at Milestone Palms Layout in Jigani. Here are some glimpse...
20/07/2025

Dear devotees,

Today morning we had organised a cleaning drive at Milestone Palms Layout in Jigani. Here are some glimpses of the drive. Big round of applause to our trustees and temple members for joining us and successfully completing this noble cause and lifting the spirits of everyone present.

Jai Jagannath 🙏
~ Karnataka Jay Jaganatha Seva Samiti ⭕️❗️⭕

04/06/2025

ଜୟ ଜଗନ୍ନାଥ :-🛕🔴❗🔴

ଅସୁନ୍ଦରଃ ସୁନ୍ଦର ଶେଖରୋବଃ ଗୁଣେ ବିହିନ ଗୁଣିନଂ। ବରୋବଃ। ଦୈସି ମୈସ୍ୟୋତ୍ କରୁଣାଂ ଭୋ ଦେବା ସ୍ୟାମସ୍ଥୋ ଏବାଦ୍ୟ ପ୍ରିତିରଃ ମୟା ,

ଆସନ୍ତା ଜ୍ୟେଷ୍ଠ ମାସ ଦିନ ୨୮ ବା ଜୁନ ୧୧(11) ବୁଧବାର ଦେବସ୍ନାନ ପୂର୍ଣ୍ଣିମା ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ ଜୟନ୍ତୀ, ମହାପ୍ରଭୁ କାଳିଆ ସାଆନ୍ତ, ବଡ଼ଠାକୁର ବଳଭଦ୍ର ଏଵଂ ମାଁ ଜଗଦ୍ଧାତ୍ରୀ ସୁଭଦ୍ରା ଦେବୀ ଓ ସୁଦର୍ଶନ ଙ୍କର ସ୍ନାନ ମଣ୍ଡପରେ ଅପୂର୍ବ ଗଜାନନ ବେଶ ଏବଂ ତଦ‌ଅନନ୍ତର , ସ୍ନାନ ଯାତ୍ରା କରି ଠାକୁର ଅଣସର ଗୃହକୁ ବିଜେ , ଏଣୁ ଆପଣଙ୍କୁ ଅନୁରୋଧ ସମସ୍ତେ ଶ୍ରୀ ମୁଖ ଦର୍ଶନ ଦର୍ଶନ ନିମନ୍ତେ ଉପସ୍ଥିତ ରହିବେ !

ଜନ୍ମଦିନଂ ନାଥ ପାବନଂ ଜାୟତେ ତବ ,ତସମାତ୍ବାଂ ତୀର୍ଥ ପାନୀୟୈଃ କୈପୈଃ ପୁଣ୍ୟ ବିବର୍ଦ୍ଧନୈ !

ମହାପ୍ରଭୁଙ୍କ ଜୟନ୍ତୀରେ ଶ୍ରୀ ମୁଖ ଦର୍ଶନ କଲେ କୋଟି ପୁଣ୍ୟ ଲାଭ ହୋଇଥାଏ !

Address

Near Madhu Mitra Layout Jigani
Bangalore
560105

Telephone

+918884071911

Website

Alerts

Be the first to know and let us send you an email when Sri Jagannath temple Bengaluru Jigani posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Sri Jagannath temple Bengaluru Jigani:

Share