07/07/2026
----- " ଦ୍ୱିତୀୟ "ତୁଳସୀ ସେବା" ଯାତ୍ରା " -----
ସତୀର୍ଥ ବନ୍ଧୁ, ନମସ୍କାର...!
" ସମର୍ପଣ ମଞ୍ଚ " ଦ୍ୱାରା ନିର୍ଦ୍ଧିଷ୍ଟ ଥିବା କାର୍ଯ୍ୟକ୍ରମ ଅନୁଯାଇ ଆସନ୍ତା କର୍କଟ ସଂକ୍ରାନ୍ତି ର ପୂର୍ବଦିନ ଯଥା (ମାସନ୍ତ ଦିନ) ତୁଳସୀ ଓ ଫୁଲ ନେଇ ଶ୍ରୀକ୍ଷେତ୍ର ପୁରୀ କୁ ଯାତ୍ରା କରିବ ଏବଂ ସେବାରେ ଲାଗି ହେବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତୁଳସୀ ସେବା ନିମନ୍ତେ ଆଗ୍ରହୀ ବ୍ୟକ୍ତି ବିଶେଷ କେବଳ ତୁଳସୀ ଓ ଫୁଲ ପ୍ରଦାନ କରିପାରିବେ ।
ଚଳିତ ମାସ ପୁରୀ ଯାତ୍ରା ସମୟର ନିର୍ଘଣ୍ଟ :-
ତାରିଖ - ୧୫/୦୭/୨୬ - ବୁଧବାର // ସକାଳ ୧୦ ଘଟିକା ସମୟରେ // ସହଦେଵଖୁଣ୍ଟା ବସଷ୍ଟାଣ୍ଡ ପାଖରୁ ବାହାରିବ...
89089 80960 // 98612 82750 //
79783 86557 // 70089 43759 //
70778 75344 // 70640 42779 // ଏହି ମୋବାଇଲ ନମ୍ବର ରେ ଯୋଗାଯୋଗ କରି ପାରିବେ।
ଆବାହକ
ସମର୍ପଣ ମଞ୍ଚ,ବାଲେଶ୍ଵର