Bajarang Sena Markona

Bajarang Sena Markona Bajarang Sena is a religious organization, where we do social service � Jay Shree Ram �

ବଜରଙ୍ଗ ସେନା🚩🚩 ମାର୍କୋଣା ରେ ବିରାଟ ବଡ ରାବଣ ପୋଡ଼ି ଉତ୍ସଵ ମହାସମାରୋହରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଲକ୍ଷ୍ମଣ ଓ ମାତା ସୀତା ଙ୍କ ପ...
29/09/2025

ବଜରଙ୍ଗ ସେନା🚩🚩
ମାର୍କୋଣା ରେ ବିରାଟ ବଡ ରାବଣ ପୋଡ଼ି ଉତ୍ସଵ ମହାସମାରୋହରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ଲକ୍ଷ୍ମଣ ଓ ମାତା ସୀତା ଙ୍କ ପୂଜା ପାଇଁ ମଣ୍ଡପ ର ସାଜ୍ ସଜ୍ଜା ଆରମ୍ଭ ।
#ଜୟ ଶ୍ରୀ ରାମ 🙏🚩

ବଜରଙ୍ଗ ସେନା ର ସୁନ୍ଦର କାର୍ଯ୍ୟ ପାଇଁ ଆଜିର ଏଇ ସମ୍ମାନ   🙏ଜୟ ଶ୍ରୀ ରାମ 🙏ଜୟ ବଜରଙ୍ଗ ସେନା 🚩🚩🚩
18/04/2025

ବଜରଙ୍ଗ ସେନା ର ସୁନ୍ଦର କାର୍ଯ୍ୟ ପାଇଁ ଆଜିର ଏଇ ସମ୍ମାନ
🙏ଜୟ ଶ୍ରୀ ରାମ 🙏
ଜୟ ବଜରଙ୍ଗ ସେନା 🚩🚩🚩

*ପବିତ୍ର ଶ୍ରୀ ରାମ ନବମୀ ଅବସରରେ ବଜରଙ୍ଗ ସେନା ସିମୁଳିଆ ଓ  ସାରା ଭାରତ ର ସମସ୍ତ ସନାତନୀ  ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ...
06/04/2025

*ପବିତ୍ର ଶ୍ରୀ ରାମ ନବମୀ ଅବସରରେ ବଜରଙ୍ଗ ସେନା ସିମୁଳିଆ ଓ ସାରା ଭାରତ ର ସମସ୍ତ ସନାତନୀ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା 💐💐*

*ପ୍ରଭୁ ଶ୍ରୀ ରାମ ଙ୍କ ଆଶ୍ରିବାଦ ରୁ ସଦା ସର୍ବଦା ସମସ୍ତେ ହସ ଖୁସି ରେ ରହିଥାନ୍ତୁ |*
ପ୍ରଭୁ ଶ୍ରୀ ରାମନବମୀ ଉତ୍ସଵ କୁ ଖୁବ୍ ଧୁମ୍ ଧାମରେ ପାଳନ କରିବା ପାଇଁ ସମସ୍ତେ ଆସନ୍ତୁ ଏକତ୍ରିତ ହୋଇ ଶାନ୍ତି ଓ ଶୃଙ୍ଖଳା ର ସହିତ ପାଳନ କରିବା

*🙏🚩ଜୟ ଶ୍ରୀ ରାମ*🚩🙏
ଜୟ ବଜରଙ୍ଗ ସେନା🚩🚩🚩

🙏ଜୟ ଶ୍ରୀ ରାମ 🙏
26/03/2025

🙏ଜୟ ଶ୍ରୀ ରାମ 🙏

🙏ଜୟ ଶ୍ରୀ ରାମ 🙏ଜୟ ବଜରଙ୍ଗ ସେନା🚩🚩🚩
26/03/2025

🙏ଜୟ ଶ୍ରୀ ରାମ 🙏
ଜୟ ବଜରଙ୍ଗ ସେନା🚩🚩🚩

13/10/2024

ଆଜି "ବଜରଙ୍ଗ ସେନା ସିମୁଳିଆ, ମାର୍କୋଣା " ତରଫରୁ ଅନୁଷ୍ଠିତ ହେବାକୁ ଯାଉଛି "ବିରାଟ ରାବଣପୋଡ଼ି ଉତ୍ସବ ୨୦୨୪, ଆପଣମାନେ ବହୁସଂଖ୍ୟାରେ ଯୋଗଦାନ ଦିଅନ୍ତୁ.
🚩ଜୟ ଶ୍ରୀରାମ 🚩

11/10/2024

ଆଜି "ବଜରଙ୍ଗ ସେନା ସିମୁଳିଆ, ମାର୍କୋଣା" ତରଫରୁ ଚଳିତବର୍ଷର ରାବଣପୋଡ଼ି ଉତ୍ସବ ଉପଲକ୍ଷେ ରାମ, ଲକ୍ଷ୍ମଣ, ମାତା ସୀତାଙ୍କର କଳସ ବୁଢ଼ା ଏବଂ ପୂଜାଅର୍ଚ୍ଚନା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଅଛି.🚩ଜୟ ଶ୍ରୀରାମ 🚩
Bajarang Sena Markona
SIMULIA
MARKONA
Bajarang Sena, Markona

07/10/2024

"ବଜରଙ୍ଗ ସେନା ସିମୁଳିଆ "ସଂଗଠନ ତରଫରୁ ଏକବିରାଟ ରାବଣପୋଡ଼ି ଉତ୍ସବ ଆସନ୍ତା ୧୩.୧୦.୨୦୨୪ (ରବିବାର) ଅନୁଷ୍ଠିତ ହେବାକୁ ଯାଉଛି, ବହୁସଂଖ୍ୟାରେ ଆପଣମାନଙ୍କୁ ଯୋଗଦେବାକୁ ଅନୁରୋଧ 🙏🚩ଜୟ ଶ୍ରୀରାମ 🚩
Bajarang Sena Markona
SIMULIA
MARKONA

ପବିତ୍ର ଜନ୍ମାଷ୍ଟମୀ 🦚 ଉପଲକ୍ଷେ ବଜରଙ୍ଗ ସେନା🚩ପରିବାର ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା 💐 ଓ ଶୁଭକାମନା 🎉 ଜୟ ଶ୍ରୀକୃଷ୍ଣ 🙏            Bajaran...
26/08/2024

ପବିତ୍ର ଜନ୍ମାଷ୍ଟମୀ 🦚 ଉପଲକ୍ଷେ ବଜରଙ୍ଗ ସେନା🚩ପରିବାର ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା 💐 ଓ ଶୁଭକାମନା 🎉 ଜୟ ଶ୍ରୀକୃଷ୍ଣ 🙏

Bajarang Sena Markona

Address

Balasore
756126

Website

Alerts

Be the first to know and let us send you an email when Bajarang Sena Markona posts news and promotions. Your email address will not be used for any other purpose, and you can unsubscribe at any time.

Share