Yadav Bhawan Balangir

Yadav Bhawan Balangir ଯୁବ ଯାଦବ ସଙ୍ଗଠନ କୁ ଆଗକୁ ବଢ଼ାଇବା

07/10/2024

Welcome sri Laxman bag yadav

06/10/2024
🚩🙏ଜୟ ଯାଦବ ଜୟ ଜୟ ମାଧବ 🙏🚩
25/03/2024

🚩🙏ଜୟ ଯାଦବ ଜୟ ଜୟ ମାଧବ 🙏🚩

🚩🙏🏻ଜୟ ଯାଦବ ଜୟ ମାଧବ 🙏🏻🚩ସମସ୍ତ ଯାଦବ ପରିବାର ବର୍ଗଙ୍କୁ  ଅନୁରୋଧ ୨୮ତମ ପବିତ୍ର ଦୋଳ ମହୋତ୍ସବ ରେ ଯୋଗଦାନ କରି ପ୍ରଭୁ ରାଧା ମାଧବଙ୍କ ଆଶୀର୍ବ...
24/03/2024

🚩🙏🏻ଜୟ ଯାଦବ ଜୟ ମାଧବ 🙏🏻🚩
ସମସ୍ତ ଯାଦବ ପରିବାର ବର୍ଗଙ୍କୁ ଅନୁରୋଧ ୨୮ତମ ପବିତ୍ର ଦୋଳ ମହୋତ୍ସବ ରେ ଯୋଗଦାନ କରି ପ୍ରଭୁ ରାଧା ମାଧବଙ୍କ ଆଶୀର୍ବାଦ ଲାଭ କରନ୍ତୁ l

🙏ଜୟ ଯାଦବ 🙏             🙏ଜୟ ମାଧବ 🙏୨୮ ତମ ପବିତ୍ର ଦୋଳ ମହୋତ୍ସବ ପାଇଁ ଦେବ ନିମନ୍ତ୍ରଣ ଓ କଳସ ଯାତ୍ରା l
24/03/2024

🙏ଜୟ ଯାଦବ 🙏 🙏ଜୟ ମାଧବ 🙏
୨୮ ତମ ପବିତ୍ର ଦୋଳ ମହୋତ୍ସବ ପାଇଁ ଦେବ ନିମନ୍ତ୍ରଣ ଓ କଳସ ଯାତ୍ରା l

🙏ଜୟ ଯାଦବ🙏        🙏ଜୟ ମାଧବ🙏 ବଲାଙ୍ଗିର ଯାଦବ ଭବନ ପରିସରରେ  ପବିତ୍ର ଦୋଳ ମହୋତ୍ସବ ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଗଲା l
21/03/2024

🙏ଜୟ ଯାଦବ🙏 🙏ଜୟ ମାଧବ🙏
ବଲାଙ୍ଗିର ଯାଦବ ଭବନ ପରିସରରେ ପବିତ୍ର ଦୋଳ ମହୋତ୍ସବ ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଗଲା l

🚩ଜୟ ଯାଦବ🚩   🚩ଜୟ ମାଧବ 🚩ବଲାଙ୍ଗିର ଯାଦବ ଭବନ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ହୋଇଯାଇଛି ପୌରାଞ୍ଚଳ ଯାଦବ ମହାସଭା ଓ ମହାନଦୀ ନେତ୍ର ଚ...
12/02/2024

🚩ଜୟ ଯାଦବ🚩 🚩ଜୟ ମାଧବ 🚩
ବଲାଙ୍ଗିର ଯାଦବ ଭବନ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ହୋଇଯାଇଛି ପୌରାଞ୍ଚଳ ଯାଦବ ମହାସଭା ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ପୌରାଞ୍ଚଳ ସଭାପତି ଶ୍ରୀ ସନ୍ଦୀପ ବାଗ ଉଦଘାଟନ କରିଥିଲେ ଶିବିରରେ ୮୦ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ୩୫ଜଣ ରୋଗୀଙ୍କୁ ଅସ୍ତ୍ରପ୍ରଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ନିଆଯାଇଛି l ନେତ୍ରଚିକିତ୍ସାଳୟର ସୁଜିତ ଥପା, ଲୋପମୁଦ୍ରା ଭୋଇ,ବିଜୟଲକ୍ଷ୍ମୀ ପଣ୍ଡା ପୌରାଞ୍ଚଳ ଉପଦେଷ୍ଟା ପଙ୍କଜ ସେଲମା, ଦିଗାମ୍ବର ମାଝୀ, ସମ୍ପାଦକ ବସନ୍ତ ଷଣ୍ଡ,କୋଷାଧକ୍ଷ ବାସୁଦେବ ନାଗ,ଦୟାସାଗର ବଗର୍ତ୍ତୀ, ଖରତମଳ ରାଉତ,ସନ୍ତୋଷ ବଗର୍ତ୍ତୀ , ବିଜୟ ବାଗ, ଈଶ୍ୱର ବାଗ, ଦିଲୀପ ବଗର୍ତ୍ତୀ କୃଷ୍ଣ ଚନ୍ଦନ, ରମାକାନ୍ତ ବଗର୍ତ୍ତୀ ,ଜୟଦେବ ଜାଲ, ଆର୍ତତ୍ରାଣ ବାଗ, ରଞ୍ଜନ ବଗର୍ତ୍ତୀ , ଦେବରାଜ ନାଗ, ଖୁସିରାମ ଦୀପ, ମାଲୁ ଷଣ୍ଡ ସହଯୋଗ କରିଥିଲେ l

🚩ଜୟ ଯାଦବ 🚩    🚩ଜୟ ମାଧବ 🚩         ଆଏବାର୍ 12 ଫେବୃଆରୀ 2024 ସୋମବାର୍ ଦିନ ସକାଳର ନଅ ବଜେନୁ  ଦୁଇପହର ଦୁଇ ବଯେତକ ଯାଦବ ଭବନ ବଲାଙ୍ଗୀର୍ ...
10/02/2024

🚩ଜୟ ଯାଦବ 🚩 🚩ଜୟ ମାଧବ 🚩
ଆଏବାର୍ 12 ଫେବୃଆରୀ 2024 ସୋମବାର୍ ଦିନ ସକାଳର ନଅ ବଜେନୁ ଦୁଇପହର ଦୁଇ ବଯେତକ ଯାଦବ ଭବନ ବଲାଙ୍ଗୀର୍ ଠାନେ ‌ହେବାର୍‌କେ ଯାଉଛେ ମାଗଣା ଚକ୍ଷୁ ପରୀକ୍ଷା ଶିବିର୍ l
ଆସୁନ୍ ନିଜର୍ ଆଁଖିର୍ ଯତନ୍ ଲାଗି ଇନ‌ ଚକ୍ଷୁ ପରୀକ୍ଷା କରି ଦଉନ ।
🙏♥️🙏

Address

Balangir
767001

Website

Alerts

Be the first to know and let us send you an email when Yadav Bhawan Balangir posts news and promotions. Your email address will not be used for any other purpose, and you can unsubscribe at any time.

Share