27/03/2026
ନା ଅଛି ଏଥିରେ ଅମୃତର ମୋହ, ନା ଅଛି ସୁନା ରୂପା,
କେବଳ ଭରି ରହିଛି ମୋ କାଳିଆର ଅପାର କୃପା।
ଏହି ପଣା ଗ୍ଲାସରେ ଅଛି ଭକ୍ତର ଶ୍ରଦ୍ଧା ଆଉ ବିଶ୍ୱାସ,
ପାନ କଲେ ମିଳେ ଶାନ୍ତି, ଦୂର ହୁଏ ମନର ହତାଶ।
� Jay Jagannath
Official page of Shree Jagannath Temple, Baradihi
Daily darshan, puja updates & temp
Baradihi, Kusumbar, Astaranga
Astarang
752109
Be the first to know and let us send you an email when Jagannath Dham Baradihi posts news and promotions. Your email address will not be used for any other purpose, and you can unsubscribe at any time.