Jay shree Jagannath mahaprabhu

Jay shree Jagannath mahaprabhu hare krishna hare ram

04/10/2024

*କେତେଦିନ ଆଉ ବିତିବ ଏମିତି*
*ତୁମକୁ ହେ ପ୍ରଭୁ ଜଣା,*
*ଯେ ପର୍ଯ୍ୟନ୍ତ ତୁମେ ଦୟା ରଖିଥିବ*
*ହେବିନାହିଁ ବାଟବଣା ।* *ଅଗତିର ଗତି ହେ ଜଗତପତି*
*ଦୀନଜନ ଭାବଗ୍ରାହୀ,*
*ତୁମ ଦୟା ବିନା ମହୀମଣ୍ଡଳରେ*
*କେହି ପାରିବେନି ରହି ।*
*ଜୟ ଜଗନ୍ନାଥ ।🙏🙏🙏*

Jay shree jagannath mahaprabhu 🙏
02/03/2024

Jay shree jagannath mahaprabhu 🙏

02/02/2024

*ଭକତ ଜନର ଦୁଃଖ ଶୁଣ ବୋଲି*
*ନାଆଁ ତୁମ ଦୁଃଖବନ୍ଧୁ*
*କୃପା ବାରି ସିଞ୍ଚି ଜଗତ କଲ୍ୟାଣ*
*କରୁଥାଅ କୃପାସିନ୍ଧୁ*
*ଛାର ଏ ଭକତ ବୁଝିବ ବା କାହୁଁ*
*ତୁମ ଲୀଳା ମହାବାହୁ*
*ଦରଶନ ପାଇ ରତନ ବେଦିରୁ*
*ଭକତ ଜୀବନ ଯାଉ*
*ଜୟ ଜଗନ୍ନାଥ ।❤️🙏🙏🙏*
Jay shree jagannath mahaprabhu 🙏😍

Jay Jay shree radhagovind 🙏
11/22/2023

Jay Jay shree radhagovind 🙏

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🌹🌹🌹 ପବିତ୍ର ଦେବସ୍ନାନ ପୁର୍ଣିମା ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଆଉ ଅଭିନନ୍ଦନ 💐  ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭ...
06/04/2023

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🌹🌹🌹 ପବିତ୍ର ଦେବସ୍ନାନ ପୁର୍ଣିମା ଅବସରରେ ସମସ୍ତ ଙ୍କୁ ଶୁଭେଚ୍ଛା ଆଉ ଅଭିନନ୍ଦନ 💐 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
06/04/2023

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

Jay shree Krishna 🙏        🙏
01/28/2023

Jay shree Krishna 🙏 🙏

Jay shree Jagannath mahabahu 🙏
11/04/2022

Jay shree Jagannath mahabahu 🙏

Address

Puri Dham
Dallas, TX

Telephone

+19724510370

Website

Alerts

Be the first to know and let us send you an email when Jay shree Jagannath mahaprabhu posts news and promotions. Your email address will not be used for any other purpose, and you can unsubscribe at any time.

Contact The Place Of Worship

Send a message to Jay shree Jagannath mahaprabhu:

Share

Category