Shri Shri Jagannatha,Thakurmunda

Shri Shri Jagannatha,Thakurmunda ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡ?

ଅକ୍ଷୟ ତୃତୀୟା ରଥ ଅନୁକୂଳଜୟ ଜଗନ୍ନାଥ
30/04/2025

ଅକ୍ଷୟ ତୃତୀୟା ରଥ ଅନୁକୂଳ
ଜୟ ଜଗନ୍ନାଥ

ଆସନ୍ତା କାଲି  #ଅକ୍ଷିତୃତୀୟା ମହାପ୍ରଭୁ ଙ୍କ ଘୋଷ ଯାତ୍ରା ର ପ୍ରଥମ ସୋପାନ ଅକ୍ଷୟ ତୃତୀୟା,ସଭିଙ୍କୁ ବିନମ୍ର ଅନୁରୋଧ ସମସ୍ତେ ନିଶ୍ଚୟ ଆସିବାକୁ...
29/04/2025

ଆସନ୍ତା କାଲି #ଅକ୍ଷିତୃତୀୟା

ମହାପ୍ରଭୁ ଙ୍କ ଘୋଷ ଯାତ୍ରା ର ପ୍ରଥମ ସୋପାନ ଅକ୍ଷୟ ତୃତୀୟା,ସଭିଙ୍କୁ ବିନମ୍ର ଅନୁରୋଧ ସମସ୍ତେ ନିଶ୍ଚୟ ଆସିବାକୁ ଚେଷ୍ଟା କରନ୍ତୁ
ଆପଣଙ୍କ ସହଯୋଗ ଏବଂ ଉପସ୍ଥିତି ଏ ବର୍ଷର ରଥଯାତ୍ରା ର ଅନୁକୂଳ କୁ ଶୁଭମୟ କରୁ
ଜୟ ଜଗନ୍ନାଥ

ଜୟ ଜଗନ୍ନାଥ
29/04/2025

ଜୟ ଜଗନ୍ନାଥ

ଜୟ ଶ୍ରୀ ଜଗନ୍ନାଥ
29/04/2025

ଜୟ ଶ୍ରୀ ଜଗନ୍ନାଥ

ଆଡ଼ପେ ଶେଷ ସଂଧ୍ୟା (୨୦୨୪)
14/07/2024

ଆଡ଼ପେ ଶେଷ ସଂଧ୍ୟା (୨୦୨୪)

ଯିବା ଯେବେ ଆମେ ତାଙ୍କ ମନ୍ଦିରଜାଣିବା କେମିତି ଅଛନ୍ତି ଆମ କଳା ଠାକୁରଯେଉଁ ମାନେ ଏଥିରେ ଏକମତ ଜୟ ଜଗନ୍ନାଥ ଲେଖନ୍ତୁ ଓ ପୋଷ୍ଟ କୁ share କରନ୍...
19/07/2023

ଯିବା ଯେବେ ଆମେ ତାଙ୍କ ମନ୍ଦିର
ଜାଣିବା କେମିତି ଅଛନ୍ତି ଆମ କଳା ଠାକୁର

ଯେଉଁ ମାନେ ଏଥିରେ ଏକମତ ଜୟ ଜଗନ୍ନାଥ ଲେଖନ୍ତୁ ଓ ପୋଷ୍ଟ କୁ share କରନ୍ତୁ

ଶନିବାରରେ କଳା ରଙ୍ଗରେ ଶୋଭିତ କଳା ମୁରତିଦର୍ଶନ ମାତ୍ରେ ଗ୍ରହ ପୀଡାରୁ ହେଳେ ଦିଅନ୍ତି ମୁକତି
24/06/2023

ଶନିବାରରେ କଳା ରଙ୍ଗରେ ଶୋଭିତ କଳା ମୁରତି
ଦର୍ଶନ ମାତ୍ରେ ଗ୍ରହ ପୀଡାରୁ ହେଳେ ଦିଅନ୍ତି ମୁକତି

କମଳେ ଶୋଭିତ କମଳାକାନ୍ତକମଳ ଶୋଭିତ କମଳାକାନ୍ତ
24/06/2023

କମଳେ ଶୋଭିତ କମଳାକାନ୍ତ
କମଳ ଶୋଭିତ କମଳାକାନ୍ତ

ଆଡପେ ସଂଧ୍ୟା ଦର୍ଶନଭଦ୍ର ଭଦ୍ରା ସୁଦର୍ଶନସଙ୍ଗରେ ଘେନିଣକି ଶୋଭା କଳା ବାମନ
22/06/2023

ଆଡପେ ସଂଧ୍ୟା ଦର୍ଶନ
ଭଦ୍ର ଭଦ୍ରା ସୁଦର୍ଶନ
ସଙ୍ଗରେ ଘେନିଣ
କି ଶୋଭା କଳା ବାମନ

ଜଗତରେ ପାଇବୁନି ଏମିତି ଠାକୁର ଟିଏ....
22/06/2023

ଜଗତରେ ପାଇବୁନି ଏମିତି ଠାକୁର ଟିଏ....

ରଥେତୁ ବାମନମ୍ ଦୃଷ୍ଟ୍ବା ପୁନଃର୍ଜନ୍ମ ନବିଦ୍ୟତେ
22/06/2023

ରଥେତୁ ବାମନମ୍ ଦୃଷ୍ଟ୍ବା ପୁନଃର୍ଜନ୍ମ ନବିଦ୍ୟତେ

ପବିତ୍ର ରାମ ନବମୀ ର ଭାକ୍ତିକ ଅଭିନନ୍ଦନଜୟ ରଘୁନାଥ ଜୟ ଜଗନ୍ନାଥ
30/03/2023

ପବିତ୍ର ରାମ ନବମୀ ର ଭାକ୍ତିକ ଅଭିନନ୍ଦନ
ଜୟ ରଘୁନାଥ ଜୟ ଜଗନ୍ନାଥ

Address

Shri Jagannatha Temple
Thakurmunda
757038

Opening Hours

Monday 6am - 7pm
Tuesday 6am - 7pm
Wednesday 6am - 7pm
Thursday 6am - 7pm
Friday 6am - 7pm
Saturday 6am - 7pm
Sunday 6am - 7pm

Website

Alerts

Be the first to know and let us send you an email when Shri Shri Jagannatha,Thakurmunda posts news and promotions. Your email address will not be used for any other purpose, and you can unsubscribe at any time.

Share