Mo Puri Dham

Mo Puri Dham ପବିତ୍ର ପୁରୀ ଗର୍ବ ଆମରି Pride in purity

ନୃସିଂହ ମହାଯଜ୍ଞଶାନ୍ତି, ସୁରକ୍ଷା ଏବଂ ଦିବ୍ୟ ଶକ୍ତିର ପବିତ୍ର ଯଜ୍ଞ।ଭଗବାନ ନୃସିଂହଙ୍କ କୃପା ଭକ୍ତମାନଙ୍କୁ ସବୁବେଳେ ରକ୍ଷା କରନ୍ତୁ।ଦିବ୍ୟ ଜ...
24/11/2025

ନୃସିଂହ ମହାଯଜ୍ଞ
ଶାନ୍ତି, ସୁରକ୍ଷା ଏବଂ ଦିବ୍ୟ ଶକ୍ତିର ପବିତ୍ର ଯଜ୍ଞ।
ଭଗବାନ ନୃସିଂହଙ୍କ କୃପା ଭକ୍ତମାନଙ୍କୁ ସବୁବେଳେ ରକ୍ଷା କରନ୍ତୁ।
ଦିବ୍ୟ ଜଗ୍ୟ ଦର୍ଶନରେ ଆପଣଙ୍କ ମନ ଶାନ୍ତି ଓ ଆଶୀର୍ବାଦରେ ପୂର୍ଣ୍ଣ ହେଉ।

24/11/2025

ଶ୍ରୀ ନୃସିଂହ ମହାଯଜ୍ଞ ର ଦିବ୍ୟ ଅନୁଷ୍ଠାନ 🔥🦁
Jai Sri Nrusingha Dev 🙏✨
Divine vibes from Puri Dham — Follow Mo Puri Dham 💫
"ନୃସିଂହ ମହାଯଜ୍ଞ" (Nrusingha Mahayagya) ହେଉଛି ଓଡ଼ିଶାର ଏକ ପ୍ରମୁଖ ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମ, ଯାହା ଭଗବାନ ଶ୍ରୀ ନୃସିଂହଙ୍କୁ (ବିଷ୍ଣୁଙ୍କ ଚତୁର୍ଥ ଅବତାର) ସମର୍ପିତ । ଏହା ଏକ ବିଶାଳ ଯଜ୍ଞ (ଅଗ୍ନି ଆଧାରିତ ପୂଜା), ଯେଉଁଥିରେ ବୈଦିକ ମନ୍ତ୍ରୋଚ୍ଚାରଣ ସହିତ ବିଭିନ୍ନ ପ୍ରକାରର ହୋମ ସାମଗ୍ରୀ ଅଗ୍ନିକୁ ଅର୍ପଣ କରାଯାଏ।
Experience the sacred energy of Sri Nrusingha Mahayajna —
a divine ritual symbolizing protection, strength, and blessings. 🔥🦁
Presented with devotion by Mo Puri Dham.
Jai Sri Nrusingha Dev 🙏
#ନୃସିଂହଦେବ #ନୃସିଂହମହାଯଜ୍ଞ

15/11/2025

ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ 🪔
Divine Mangala Alati Darshan of Mahaprabhu 🪔Jai Jagannath 🙏✨
#ଜୟଜଗନ୍ନାଥ #ପତିତପାବନ

ଆଜି ୧୦ ତାରିଖ (ସୋମବାର) ଶ୍ରୀକ୍ଷେତ୍ର ପରିକ୍ରମା : ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧମହାବୀର ଙ୍କ ର ଚରଣ ସ୍ପର୍ଶ ଏବଂ ନାଗାର୍ଜୁନ ବେଶ |
10/11/2025

ଆଜି ୧୦ ତାରିଖ (ସୋମବାର) ଶ୍ରୀକ୍ଷେତ୍ର ପରିକ୍ରମା : ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧମହାବୀର ଙ୍କ ର ଚରଣ ସ୍ପର୍ଶ ଏବଂ ନାଗାର୍ଜୁନ ବେଶ |

08/11/2025

Aahe Mahaprabhu guhari sunima hau 🙏✨| Mo Puri Dham
A prayer echoing from the soul of Puri Dham. 🌺
Experience the divine grace of Sri Jagannath Temple with Mo Puri Dham.
🌸Follow 👉 for more divine moments.

03/11/2025

✨ Divine Vibes from the Holy Land of Lord Jagannath ✨
📍Sri Jagannath Temple, Puri — where spirituality meets serenity.
Jai Jagannath 🙏
Follow 👉 for more divine glimpses from Puri Dham 💫

ସିଦ୍ଧ ମହାବୀର ଙ୍କ ଆଜିର ଦର୍ଶନ 🙏
15/10/2025

ସିଦ୍ଧ ମହାବୀର ଙ୍କ ଆଜିର ଦର୍ଶନ 🙏

01/10/2025

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 | Mo Puri Dham🙏
ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୭.୨୫ AM ରେ ସମାପ୍ତ ହେଲା |

ବଡ଼ଦାଣ୍ଡ ସ୍ଥିତ ଅସ୍ଥାୟୀ ରଥଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାମ |
06/05/2023

ବଡ଼ଦାଣ୍ଡ ସ୍ଥିତ ଅସ୍ଥାୟୀ ରଥଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ କାମ |

ପବିତ୍ର ରଙ୍ଗ ପର୍ବ ହୋଲିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ହୋଲି ର ସାତ ରଙ୍ଗ ପରି ଆପଣ ସମସ୍ତଙ୍କ ଜୀବନ ରଙ୍ଗୀନ ହୋଇଯାଉ lHappy Holi 2...
08/03/2023

ପବିତ୍ର ରଙ୍ଗ ପର୍ବ ହୋଲିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ହୋଲି ର ସାତ ରଙ୍ଗ ପରି ଆପଣ ସମସ୍ତଙ୍କ ଜୀବନ ରଙ୍ଗୀନ ହୋଇଯାଉ l
Happy Holi 2023

27/02/2023

Odisha Japan Festival 2023 | Chandra Sekhar Academy | Mo Puri Dham

27/02/2023

Address

Puri
752001

Website

Alerts

Be the first to know and let us send you an email when Mo Puri Dham posts news and promotions. Your email address will not be used for any other purpose, and you can unsubscribe at any time.

Share