sunya abinashi

sunya abinashi Contact information, map and directions, contact form, opening hours, services, ratings, photos, videos and announcements from sunya abinashi, Shree Nirakara Brahm Sunya Temple, Kuakhia, Odisha, Jajpur.

ସତ୍ୟ ଧର୍ମ ର ପ୍ରତିଷ୍ଠା ନିମିତ୍ତ ଯୁଗ କାର୍ଯ୍ୟ କୁ ଅଗ୍ରସର କରୁଛନ୍ତି ମଠାଧୀଶ ଶ୍ରୀ ବିଶ୍ୱବ୍ରହ୍ମ.ନିଜ କଷ୍ଟ ଉପାର୍ଜିତ ଧନରେ ଶ୍ରୀ ନିରାକାର ଆଶ୍ରମ ପ୍ରତିଷ୍ଠା ପୂର୍ବକ ସବୁ ଜାତି ଧର୍ମ ନିମିତ୍ତ ବିନା ଶୁଳ୍କ ରେ ସେବା ପ୍ରଦାନ କରୁଅଛନ୍ତି. ସମସ୍ତ ସାଂସାରିକ ଅସୁବିଧା କୁ ଦୂର କରୁଛନ୍ତି ବିନା ଶୁଳ୍କରେ

22/11/2025

ଆଧ୍ୟାମିକ ପରିବେଶ ମଧ୍ୟରେ ଶ୍ରୀ ନିରାକାର ଆଶ୍ରମ ରେ ପାଳିତ ହୋଇଛି ମହା ଯଜ୍ଞ ୨୦/୧୧/୨୦୨୫ ଗୁରୁବାର ଦିବସରେ. Baba

26/10/2025

Swarga kaha hai au nark kaha hai

26/10/2025

Mujhe badal ne ki jarurat hai.

26/10/2025
25/10/2025

Vishwa mein kitne dharma hain? Chalo jaanane ki koshish karte hain.

17/10/2025

କଳି ଯୁଗର ଅନ୍ତିମ ଶ୍ରେଷ୍ଠ ଲୀଳା ର ପ୍ରତିବିମ୍ବ. କିପରି ଆରମ୍ଭ ହୋଇଛି ଲୀଳା ଓ କଣ ରହିଛି ଭୟଙ୍କର ସ୍ଥିତି କ୍ରମଶଃ ଜ୍ଞାତ ହେବା. ଆମ ସହ ଜ୍ଞାତ ହୁଅନ୍ତୁ ପ୍ରକୃତ ସତ୍ୟ | sunya abinashi, devotion to God.

11/10/2025

ଅନ୍ଧ ଭାବରେ ଗ୍ରହଣ ନ କରି ସତ୍ୟା ସତ୍ୟ ଖୋଜିବା ଦରକାର. କାହାର ପାଦ ଛୁଇଁବା ଆଗରୁ ପରୀକ୍ଷା କରିବା ଦରକାର

02/10/2025

ମାଳିକା ସତ୍ୟ ହୋଇବ. ଯୁଗ ଧ୍ବଂସ ଲୀଳା ଆରମ୍ଭ ହୋଇ ସାରିଛି. ପ୍ରଭୁ ମାନବ ଶରୀରରେ ଲୀଳା ଆରମ୍ଭ କଲେଣି. ଆଉ ଅଧର୍ମ ଅନ୍ୟାୟ ରହିବ ନାହିଁ. ସତ୍ୟ ସନାତନ ଧର୍ମ ର ପ୍ରତିଷ୍ଠା ହେବ.
tion

Address

Shree Nirakara Brahm Sunya Temple, Kuakhia, Odisha
Jajpur
755009

Alerts

Be the first to know and let us send you an email when sunya abinashi posts news and promotions. Your email address will not be used for any other purpose, and you can unsubscribe at any time.

Share