Satsang Vihar Khuntuni

Satsang Vihar Khuntuni SATSANG

25/12/2024
ପରମ ପୁଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଙ୍କ ଅମିୟ ଆଶିଷ କ୍ରମେ ଜାନୁଆରୀ ୨୩ ମଙ୍ଗଳବାର ୨୦୨୪ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ...
23/01/2024

ପରମ ପୁଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଙ୍କ ଅମିୟ ଆଶିଷ କ୍ରମେ ଜାନୁଆରୀ ୨୩ ମଙ୍ଗଳବାର ୨୦୨୪ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ର ୧୩୬ ତମ ଜନ୍ମ ଜୟନ୍ତୀ ତତ୍ ସହ ଶ୍ରୀ ମନ୍ଦିର ପ୍ରତିଷ୍ଠା ର ୧୪ ତମ ବାର୍ଷିକୀ ମହୋତ୍ସବ ସତସଙ୍ଗ ବିହାର ଖୁଣ୍ଟୁଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି

ଇଷ୍ଟନୁରାଗରଞ୍ଜିତେଶୁ ପରମ ପୁଜ୍ୟପାଦ ଆଚାର୍ଯ୍ୟଦେବ ଙ୍କ ଅମିୟ ଆଶିଷ କ୍ରମେ ଆଗାମୀ ଜାନୁଆରୀ ୨୩ ମଙ୍ଗଳବାର ୨୦୨୪ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ...
21/01/2024

ଇଷ୍ଟନୁରାଗରଞ୍ଜିତେଶୁ
ପରମ ପୁଜ୍ୟପାଦ ଆଚାର୍ଯ୍ୟଦେବ ଙ୍କ ଅମିୟ ଆଶିଷ କ୍ରମେ ଆଗାମୀ ଜାନୁଆରୀ ୨୩ ମଙ୍ଗଳବାର ୨୦୨୪ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ର ୧୩୬ ତମ ଜନ୍ମ ଜୟନ୍ତୀ ତତ୍ ସହ ଶ୍ରୀ ମନ୍ଦିର ପ୍ରତିଷ୍ଠା ର ୧୪ ତମ ବାର୍ଷିକୀ ମହୋତ୍ସବ ସତସଙ୍ଗ ବିହାର ଖୁଣ୍ଟୁଣୀ ଠାରେ ଅନୁଷ୍ଠିତ ହେବ
ଆସନ୍ତୁ ଏହି ପୁଣ୍ୟ ଦିବସ ରେ ସକଳ ବିଭିନ୍ନତା କୁ ଅତିକ୍ରମ କରି ଆମ୍ଭେ ସମସ୍ତେ ସମବେତ ହୋଇ ତାଙ୍କରି ସ୍ମରଣ ମନନ୍ ଗୁଣ କୀର୍ତ୍ତନ ଓ ଅନୁଧ୍ୟାନ ରେ ଭରାଦୁନିୟା କୁ ମୁଖରିତ କରି ତୋଳିବା
ବନ୍ଦେ ପୁରୁଷୋତ୍ତମ
ବିନୟବନତ
ସତସଙ୍ଗ ବିହାର ଖୁଣ୍ଟୁନୀ ପକ୍ଷରେ
ପାରେଶ୍ଵର୍ ଜେନା ( ସହ- ପ୍ରତି ରିତିକ)

17/01/2024
22/01/2022

ଇଷ୍ଟନୁରାଗରଞ୍ଜିତେଶୁ
ପରମ ପୁଜ୍ୟପାଦ ଆଚାର୍ଯ୍ୟଦେବ ଙ୍କ ଅମିୟ ଆଶିଷ କ୍ରମେ ଆଗାମୀ ଜାନୁଆରୀ ୨୩ ରବିବାର ୨୦୨୨ ଦିନ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ର ୧୩୪ ତମ ଜନ୍ମ ଜୟନ୍ତୀ ତତ୍ ସହ ଶ୍ରୀ ମନ୍ଦିର ପ୍ରତିଷ୍ଠା ର ୧୨ ତମ ବାର୍ଷିକୀ ମହୋତ୍ସବ (ଆଭାସି) ମାଧ୍ୟମରେ ଅନୁଷ୍ଠିତ ହେବ
ଆସନ୍ତୁ ଏହି ପୁଣ୍ୟ ଦିବସ ରେ ସକଳ ବିଭିନ୍ନତା କୁ ଅତିକ୍ରମ କରି ଆମ୍ଭେ ସମସ୍ତେ ସମବେତ (ଆଭାସି ମାଧ୍ୟମରେ) ସମବେତ ହୋଇ ତାଙ୍କରି ସ୍ମରଣ ମନନ୍ ଗୁଣ କୀର୍ତ୍ତନ ଓ ଅନୁଧ୍ୟାନ ରେ ଭରାଦୁନିୟା କୁ ମୁଖରିତ କରି ତୋଳିବା
ବନ୍ଦେ ପୁରୁଷୋତ୍ତମ
ବିନୟବନତ
ସତସଙ୍ଗ ବିହାର ଖୁଣ୍ଟୁନୀ ପକ୍ଷରେ
ପାରେଶ୍ଵର୍ ଜେନା ( ସହ- ପ୍ରତି ରିତିକ)

Address

AT-RADHADAMODARPUR
Cuttack
754028

Telephone

+919937590236

Website

Alerts

Be the first to know and let us send you an email when Satsang Vihar Khuntuni posts news and promotions. Your email address will not be used for any other purpose, and you can unsubscribe at any time.

Share