BIBLE STUDY

BIBLE STUDY ମାଥିଉ 24:14
ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ।

#प्रार्थना #यीशुमसीह, Jesus, Church, Odia bible

29/04/2026

ଯୋହନ 1:12
ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;

23/04/2026

ଯିଖରୀୟ 14:9
ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେଦିନ ସଦାପ୍ରଭୁ ଅଦ୍ଵିତୀୟ ହେବେ ଓ ତାହାଙ୍କର ନାମ ଅଦ୍ଵିତୀୟ ହେବ।

22/04/2026

ଯୋହନ 3:17
ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ଵର ଆପଣା ପୁତ୍ରଙ୍କୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।

22/04/2026

ସମସ୍ତ ମୃତ ବିଶ୍ୱାସୀମାନଙ୍କର ପୁନରୁତ୍ଥାନ କେବେ ଘଟିବ?

#ଓଡ଼ିଆ_ବାଇବଲ

ଯୋହନ 11:35 ଯୀଶୁ କାନ୍ଦିଲେ।
21/04/2026

ଯୋହନ 11:35
ଯୀଶୁ କାନ୍ଦିଲେ।

21/04/2026

ଯୀଶୁ ପୁନରୁଥାନ ପରେ ସର୍ବ ପ୍ରଥମ କାହାକୁ ଦର୍ଶନ ଦେଇଥିଲେ?

#ଗୁଡ଼୍_ଫ୍ରାଇଡେ

ଓଡ଼ିଆ ବାଇବଲ କୁଇଜ୍।
21/04/2026

ଓଡ଼ିଆ ବାଇବଲ କୁଇଜ୍।

21/04/2026

ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଥାନ କେଉଁ ଦିନ ଘଟିଥିଲା?
#ଓଡ଼ିଆ_ବାଇବଲ

10/04/2026

ପୁନରୁତ୍ଥାନ ପରେ ଯୀଶୁ କେଉଁଠାରେ ଦର୍ଶନ ଦେବେ ବୋଲି କହିଥିଲେ?

#ଗୁଡ଼୍_ଫ୍ରାଇଡେ

08/04/2026

ରୋମୀୟ 10:17
ଅତଏବ, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ।

06/04/2026

God Bless You All 🙏

Address

Bhubaneswar

Website

Alerts

Be the first to know and let us send you an email when BIBLE STUDY posts news and promotions. Your email address will not be used for any other purpose, and you can unsubscribe at any time.

Share