04/06/2024
ନିର୍ବାଚନ ଫଳାଫଳରେ ମୋର କୌଣସି ସମ୍ପର୍କ ନାହିଁ । ମୁଁ ରାଜନୀତି କରୁନାହିଁ , ନୃସିଂହନାଥଙ୍କ ଫୁଲ ଦେବା ଓ ପୂଜା କରିବା ମୋର ଧର୍ମ ,କିଛି ପରଖିଆ ନେତା ମୋର ଇଡିଲି ଖାଇଲେ ,ମୋର ଗାଡ଼ିରେ ମୁଁ ତେଲ ପକେଇ ସେମାନଙ୍କୁ ବୁଲିବାକୁ ଦେଲି ,କିନ୍ତୁ ମୋତେ ଚକ୍ରାନ୍ତ କରି ଜେଲ୍ ରେ ମାରିଲେ । ନୃସିଂହନାଥ ଅଛନ୍ତି ସେମାନଙ୍କୁ ପଙ୍ଗୁ କରି ଘରେ ବସେଇଦେଲେ।
ଜୟ ଶ୍ରୀରାମ 🙏