Sankhua CNI Church

Sankhua CNI Church YOUTH FOR SURBE

28/04/2026
18/04/2026

PRAISE THE LORD

ସମସ୍ତଙ୍କୁ ପ୍ରେସ ଦ ଲର୍ଡ, ପ୍ରଭୁଙ୍କର ପ୍ରସଂଶା,ମହିମା ଗୌରବ ହେଉ ପ୍ରଭୁ ଙ୍କୁ ଆମେ ଧନ୍ୟବାଦ୍ ଦଉଛୁ କାରଣ ବିଗତ ଦିନରେ ସାହିତ କୁଶଳ ର ଅକ୍ସି...
16/04/2026

ସମସ୍ତଙ୍କୁ ପ୍ରେସ ଦ ଲର୍ଡ, ପ୍ରଭୁଙ୍କର ପ୍ରସଂଶା,ମହିମା ଗୌରବ ହେଉ ପ୍ରଭୁ ଙ୍କୁ ଆମେ ଧନ୍ୟବାଦ୍ ଦଉଛୁ କାରଣ ବିଗତ ଦିନରେ ସାହିତ କୁଶଳ ର ଅକ୍ସିଡେଣ୍ଟ ହେଇ ଯାଇ ଥିଲା ଆଉ ହସ୍ପିଟାଲ୍ ରେ ଚିକିତ୍ସା ହଉଥିଲା ଆଉ ସେ ସମୟରେ ଆମ୍ଭେମାନେ ପ୍ରଭୁ ଯୀଶୁଙ୍କ ଠାରେ prayer କରିଥିଲୁ ଆଉ ପ୍ରଭୁ ଯୀଶୁ ଆଜି ତାହା କୁ ସୁସ୍ଥ କରିଛନ୍ତି ସେଥି ପାଇଁ ପ୍ରଭୁଙ୍କୁ ଧନ୍ୟବାଦ୍ ଦଉଛୁ ତତ୍ ସଙ୍ଗେ ଯେଉଁ ଡକ୍ଟର ମଧ୍ୟ ଦେଖୁ ଥିଲେ ତାଙ୍କୁ ମଧ୍ୟ ଧନ୍ୟବାଦ୍ ଆଉ ପ୍ରଭୁଙ୍କର ଲୋକ ମାନଙ୍କୁ ମଧ୍ୟ ଧନ୍ୟବାଦ୍ ଯେଉଁ ମାନେ ବାବୁ ପାଇଁ ମଧ୍ୟ prayer କରି ଅଛନ୍ତି , ପ୍ରଭୁଙ୍କର ଆଶୀର୍ବାଦ ଆଉ ଡାକ୍ତର ଙ୍କ ଉତ୍ତମ ଚିକିତ୍ସା ଆଉ ଆମ ସମସ୍ତଙ୍କର prayer ଲାଗି ତାଙ୍କ ପରିବାର ର ସମସ୍ତ ଙ୍କ ମୁହଁରେ ଆଜି ହସ , ସେଥି ପାଇଁ ପ୍ରଭୁଙ୍କୁ ଧନ୍ୟବାଦ୍ ,ଆଉ ଥରେ ତା ପାଇଁ prayer କରନ୍ତୁ ଜଲଦି ସେ ଯେମିତି ଭଲ ହେବ ,ପ୍ରଭୁ ତୁମକୁ କୋଟି କୋଟି ଧନ୍ୟବାଦ୍

ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ...
14/04/2026

ଏଥିଉତ୍ତାରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ।”
ଆଦି ପୁସ୍ତକ 1:26

Address

Bolangir, Duduka, Sankhua
Balangir
767061

Telephone

+919337812036

Website

Alerts

Be the first to know and let us send you an email when Sankhua CNI Church posts news and promotions. Your email address will not be used for any other purpose, and you can unsubscribe at any time.

Share