GenZ Odisha

Website

GenZ Odisha India citizen is the one religion

01/07/2026

BJP Odisha ର ମା ଭଉଣୀ କୁ ଦେଉଥିବା ସମ୍ମାନ..
OTV Bharatiya Janata Party (BJP) BJP West Bengal BJD Sakosingha Narendra Modi Mohan Charan Majhi Naveen Patnaik Nitin Gadkari Prabhati Parida

Mohan Charan Majhi Prabhati Parida BJP Odisha  OTV News7 Odisha Indian National Congress - Odisha Naveen Patnaik  ଦେଖୁଛ ...
22/03/2026

Mohan Charan Majhi
Prabhati Parida BJP Odisha
OTV News7 Odisha Indian National Congress - Odisha Naveen Patnaik ଦେଖୁଛ ତ ସୁଭଦ୍ରା କେମିତି ଶୋଇଚି...???
ନା ଆଖିରେ ନବୀନ୍ ମୂତ୍ର ପଡିଚି ବୋଲି ଦେଖା ଯାଉନି..???

ମେଲବୋର୍ନ, ଅଷ୍ଟ୍ରେଲିଆରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୋଭିଲ୍ ଅଞ୍ଚଳରୁ  ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ (ବ୍ରୋ...
04/02/2026

ମେଲବୋର୍ନ, ଅଷ୍ଟ୍ରେଲିଆରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରୋଭିଲ୍ ଅଞ୍ଚଳରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ (ବ୍ରୋଞ୍ଜ) ପ୍ରତିମା grinder ଦ୍ଵାରା କାଟି ଚୋରି ହୋଇଯାଇଛି। ପ୍ରତିମାଟିକୁ ଯୋଡ଼ା ଅଂଶରୁ କାଟି ନିଆଯାଇଥିବା ସୂଚନା ମିଳିଛି।
ଏହି ଘଟଣାକୁ ଭାରତର ବିଦେଶ ମନ୍ତ୍ରଣାଳୟ କଡା ଭାବେ ନିନ୍ଦା କରିଛି ଏବଂ ଅଷ୍ଟ୍ରେଲିଆର କାର୍ଯ୍ୟାଧିକାରୀଙ୍କୁ ପ୍ରତିମାଟିକୁ ଶୀଘ୍ର ଉଦ୍ଧାର କରି ଦୋଷୀଙ୍କୁ ଗିରଫ କରିବାକୁ ଆହ୍ୱାନ କରିଛନ୍ତି।
#ମହାତ୍ମାଗାନ୍ଧୀ #ମେଲବୋର୍ନ #ବିଶ୍ୱସମାଚାର #ଅଷ୍ଟ୍ରେଲିଆ #ସମ୍ପ୍ରତିକଅପଡେଟ

03/02/2026

Wonderful guys nitin gadkari sir..
Nitin Gadkari National Highways Authority of India - NHAI

🔥 ଲୋହା ସହ ଲଢ଼ୁଥିବା ଜୀବନ 🔥ସୂର୍ଯ୍ୟ ଆକାଶରେ ଆଖି ଖୋଲିବା ପୂର୍ବରୁ,ଆମେ ଜୀବନର ଭାର ହୃଦୟରେ ବୋହିକାମର ପଥରେ ପାଦ ରଖୁ।ବାର୍ ମିଲ୍‌ର ଅଗ୍ନିର ...
02/02/2026

🔥 ଲୋହା ସହ ଲଢ଼ୁଥିବା ଜୀବନ 🔥

ସୂର୍ଯ୍ୟ ଆକାଶରେ ଆଖି ଖୋଲିବା ପୂର୍ବରୁ,
ଆମେ ଜୀବନର ଭାର ହୃଦୟରେ ବୋହି
କାମର ପଥରେ ପାଦ ରଖୁ।

ବାର୍ ମିଲ୍‌ର ଅଗ୍ନିର ଝଲକ,
ଲୋହାର ନିଶ୍ୱାସ ଓ ମେସିନ ର ଗର୍ଜନ ମଧ୍ୟରେ
ଆମ ଦିନଗୁଡ଼ିକ ଗଡି ଗଡି ଆମ
ଆଗାମୀକାଲିର ସ୍ୱପ୍ନ ହୋଇ ଢଳିଯାଏ।

ହାତରେ ଗ୍ଲୋଭ୍, ମୁଣ୍ଡରେ ହେଲମେଟ୍,
ମୁହଁରେ ମାସ୍କ ଓ ଆଖିରେ ଦୃଢ଼ ସଙ୍କଳ୍ପ।,,,
ଲୋହା ଲାଲ୍ ହୋଇ ଗଳୁଥିବା ବେଳେ,
ଆମେ ନିଜ ଯନ୍ତ୍ରଣାକୁ ଭୁଲି ଯାଇ କାମ କରୁ।

ସହରର ଉଚ୍ଚ ଅଟାଳିକା, ବ୍ରିଜ୍ ଓ ଘର—
ସବୁର ଭିତ୍ତିରେ ରହିଛି ଆମ ପରି ଶ୍ରମିକଙ୍କ କାମ।
ଆମେ ନାମହୀନ, କିନ୍ତୁ ଦେଶ ଗଢ଼ୁଥିବା ହାତ।

ଅଗ୍ନି ସହ ଯୁଦ୍ଧ କରି,
ନିରବତାକୁ ଅସ୍ତ୍ର କରି,
ପରିବାର ପାଇଁ
ସ୍ୱପ୍ନ ଗଢ଼ୁଥିବା
ଆମେ
ଜଣେ କର୍ମଚାରୀ।

🔴  ଓଡ଼ିଶା ପୁଣି ଅଣଦେଖା!❌ ନା ଭିତ୍ତିଭୂମି❌ ନା ନିଯୁକ୍ତି❌ ନା ଅତିରିକ୍ତ ଅନୁଦାନ▶️ ରେୟାର୍ ଆର୍ଥ କରିଡର୍ – ଘୋଷଣା ମାତ୍ର▶️ ଜାତୀୟ ଜଳପଥ –...
01/02/2026

🔴
ଓଡ଼ିଶା ପୁଣି ଅଣଦେଖା!
❌ ନା ଭିତ୍ତିଭୂମି
❌ ନା ନିଯୁକ୍ତି
❌ ନା ଅତିରିକ୍ତ ଅନୁଦାନ

▶️ ରେୟାର୍ ଆର୍ଥ କରିଡର୍ – ଘୋଷଣା ମାତ୍ର
▶️ ଜାତୀୟ ଜଳପଥ – ପୁରୁଣା ପ୍ରତିଶ୍ରୁତି
▶️ ମେଟ୍ରୋ, ହାଇ-ସ୍ପିଡ୍ ରେଳ, ବୌଦ୍ଧ ସର୍କିଟ୍ – ଓଡ଼ିଶା ବାହାରେ

⚠️ ଓଡ଼ିଶାର ସମ୍ପଦ ନିଆଯାଉଛି,
କିନ୍ତୁ ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳୁନାହିଁ।

✊ ଓଡ଼ିଶା ଅଧିକ ଚାହୁଁନି,
ନିଜର ନ୍ୟାର୍ଯ୍ୟ ଅଧିକାର ଚାହୁଁଛି।

Naveen Patnaik Narendra Modi

01/02/2026

କେହି ଜଣେ ଠିକ କହିଥିଲେ କୁର୍ଚି କୁ ସେହି ଲୋକ ପାଖରେ ନିହାତି ରହିବା କଥା... ନହେଲେ ଅବସ୍ଥା ଏଇଆ ହିଁ ହେବ

ଭାରତ ସୁଯୋଗ୍ୟ ସନ୍ତାନ ଯିଏକି ଆମର Kargil ଯୁଦ୍ଧ ରେ ସହିଦ୍ ହୋଇଥିଲେ ... ତାଙ୍କର ବଳିଦାନ କୁ ନେଇ bollywood ର movie Kargil           ...
31/01/2026

ଭାରତ ସୁଯୋଗ୍ୟ ସନ୍ତାନ ଯିଏକି ଆମର Kargil ଯୁଦ୍ଧ ରେ ସହିଦ୍ ହୋଇଥିଲେ ... ତାଙ୍କର ବଳିଦାନ କୁ ନେଇ bollywood ର movie Kargil

Address

Angul
Anugul

Alerts

Be the first to know and let us send you an email when GenZ Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share